ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ବୁଡି ଯାଇ ଦୁଇ ଯୁବକ ନିଖୋଜ

Published By : Prameya-News7 Bureau | September 20, 2020 IST

ରାଉରକେଲା ୨୦।୯: ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ । ବୁଡିଯାଇ ଦୁଇ ଯୁବକ ନିଖୋଜ । ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି ।

ରାଉରକେଲାରୁ ୪ଟି ସ୍କୁଟିରେ ୮ଜଣ ଯୁବକ ଗାଧୋଇବା ସସମୟରେ ପାଣିରେ ବୁଡିଯାଇଥିଲେ । ନିଖୋଜ ଯୁବକ ରାଉରକେଲା କୋଏଲ ନଗରର ସାଇସ୍ବରୂପ ମହାନ୍ତି ଓ ଅନିମେଶ । ନିଖୋଜ ଦୁଇ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ସହ ସ୍ଥାନୀୟ ଲୋକେ ଉଦ୍ୟମ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.