ଦୁଇ ସନ୍ଦିଗ୍ଧଙ୍କୁ ଖୁଣ୍ଟରେ ବାନ୍ଧି ଅଟକ ରଖିଲେ ଲୋକେ

Published By : Prameya-News7 Bureau | January 11, 2019 IST

ନିମାପଡା ୧୧|୧: ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖିଲେ ସ୍ଥାନୀୟଲୋକେ । ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥର ସାତସଙ୍ଖଠାରେ ଅଟକ ରଖିଲେ ଲୋକେ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି । ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ଧରିଲେ ଲୋକେ । ଧରିବା ପରେ ଏକ ଖୁଣ୍ଟରେ ବାନ୍ଧି ଉଭୟଙ୍କୁ ଅଟକ ରଖିଛନ୍ତି । ପରେ ସାତସଂଖ ଫାଣ୍ଡି ପୋଲିସକୁ ଖବର ଦେଲେ ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.