ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ

Published By : Prameya-News7 Bureau | April 08, 2021 IST

ପୁରୀ ୮।୪: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ଦୁଇ ଯୁବକ ଭାସିଯାଇଛନ୍ତି । ଦୁଇ ଯୁବକ ହେଲେ ବାଲେଶ୍ବର ଅଞ୍ଚଳର ଗୌତମ ସେଠୀ ଓ ଜୀବନ କୁମାର ଦାସ । ସେକ୍ଟର-୨ ଦିଗବାରେଣୀ ଅଞ୍ଚଳ ବେଳାଭୂମି ନିକଟରେ ଗାଧୋଉଥିବା ସମୟରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ ଏହି ଦୁଇ ଯୁବକ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ଉଦ୍ଧାର କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.