Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

କାର ଭିତରେ ୨ ବର୍ଷର ଶିଶୁକୁ ବନ୍ଦ ଚାଲିଗଲେ ବାପା ମା – ତା’ପରେ

3/12/2019 at 10:24 PM

ଢେଙ୍କାନାଳ ୩।୧୨ –  କାର ଭିତରେ ୨ ବର୍ଷର ଶିଶୁକୁ ବନ୍ଦ ଚାଲିଗଲେ ବାପା ମା । ସ୍ବାମୀ ସ୍ତ୍ରୀ ୨ ବର୍ଷର ଶିଶୁକୁ କାର ଭିତରେ ବନ୍ଦ କରିଦେଇ ଡାକ୍ତରଖାନାକୁ ଇସିଜି କରାଇବା ପାଇଁ ଚାଲି ଯାଇଥିଲେ । ଆଉ ଏପଟେ କାର ଭିତରେ ବନ୍ଦ ଥିବା ଛୁଆଟି କାନ୍ଦି ଅଥୟ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ନିକଟରେ । ଶିଶୁଟି ବନ୍ଦ କାର ଭିତରେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ ।

ଲୋକେ କୌଣସି ମତେ ହାତ ପୁରାଇ କାର୍ ଖୋଲିବା ପରେ ଶିଶୁକୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ତେବେ ସ୍ବାମୀଙ୍କର ଇସିଜି ପାଇଁ ଡାକ୍ତରଖାନା ଭିତରକୁ ଯାଇ ଏହି ଦମ୍ପତ୍ତି ଗହଳିଚହଳି ଶୁଣି ଆସିବା ପରେ ସେମାନଙ୍କ ଶିଶୁ ଥିବା ଜାଣିଥିଲେ । ଢେଙ୍କାନାଳ ଆନନ୍ଦନଗରର ପ୍ରଦୀପ ମିଶ୍ର ଓ ସୋନାଲି ମିଶ୍ରଙ୍କର ଏହି କାର୍ଯ୍ୟକୁ ଲୋକେ ତୀବ୍ର ସମାଲୋଚନା କରିଛନ୍ତି ।

   Related Posts