Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ବିଦ୍ୟୁତ ଆଘାତରେ ୨ ମହିଳା ଆହତ

5/07/2020 at 4:15 PM

ନୟାଗଡ୫/୭: ବିଦ୍ୟୁତ ଆଘାତରେ ଦୁଇ ମହିଳା ଆହତ । ନୟାଗଡ ଜିଲ୍ଲା ଜଗତିସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳେ ଗାଁ ମଝିରେ ଥିବା ଇଲେକ୍ଟ୍ରୀ ଟ୍ରାନ୍ସଫର୍ମରରେ ସଟ୍‌ସର୍କିଟ୍ ଯୋଗୁଁ ୧୧ କେଭି ତାର ଛିଡି ଯାଇଥିଲା ।  ମାତ୍ର କିଛି ସମୟ ପାଇଁ ଗାଁରେ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ସମୟରେ ଟ୍ରାନ୍ସଫର୍ମର ନିକଟରେ ଥିବା ନଳକୂପରୁ ପାଣି ଆଣୁଥିବା ଗାୟତ୍ରୀ ସାହୁ ବିଦ୍ୟୁତ ଆଘାତରେ ଅଚେତ ହୋଇ ପଡିଥିଲେ । ସେହିପରି ଟ୍ରାନ୍ସଫର୍ମର ନିକଟ ଘରେ ଥିବା ସୋନାଲି ସାହୁ ମଧ୍ୟ ଅଚେତ୍ ହୋଇ ପଡିଥିଲେ । ଆମ୍ବୁଲାନ୍ସରେ ଉଭୟଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଭଲଥିବା ଜଣାପଡିଛି ।

   Related Posts