Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବାଣପୁରରେ କରେଣ୍ଟ ଲାଗି ଗୋଟିଏ ପରିବାରର ୨ ମହିଳାଙ୍କ ମୃତ୍ୟୁ

8/10/2019 at 2:28 PM

ଟାଙ୍ଗୀ ୮|୧୦: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବିଷ୍ଣୁ ଡିହ ପଚାଂୟତର ତେନ୍ତୁଳିଡିହ ଗ୍ରାମରେ ଘଟିଛି ଅଘଟଣ। ଇଲେକ୍ଟ୍ରି ସଂସ୍ପର୍ଶରେ ଆସି ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଫଳରେ ସମଗ୍ର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ମୃତକ ହେଲେ ୩୨ ବର୍ଷ ବୟସ୍କା ମମତା ମହାପାତ୍ର ଓ ୭୦ ବର୍ଷ ବୟସ୍କା ବିଦୁଲତା ମହାପାତ୍ର  । 

ବିଦୁଲତା ମହାପାତ୍ର ପ୍ରଥମେ ଇଲେକ୍ଟ୍ରି କରେଣ୍ଟ୍ ରେ ଲାଗି ରହିଥିବା ବେଳେ ମମତା ମହାପାତ୍ର ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ସେ ମଧ୍ୟ ନିଜେ କରେଣ୍ଟ୍ ରେ ଲାଗି ରହି ସେହି ଠାରେ ଟଳି ପଡିଥିଲେ । ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲ ନିଆଯାଇ ଥିଲା ମାତ୍ର ଡାକ୍ତର ସେଠାରେ ସେମାନକୁଂ ମୃତ ଘୋଷଣା କରିଥିଲେ । ।

   Related Posts