Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବଢୁଛି ସଂକ୍ରମଣ, ୨ଟି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

2/05/2021 at 8:53 AM

ଆଠମଲ୍ଲିକ ୦୨।୦୫:  ଜିଲ୍ଲାରେ ଶନିବାର କରେନା ସଂକ୍ରମଣ ସଂଖ୍ୟା ୬୦୨ପାର୍ କରିଛି । ସେହିପରି ଆଠମଲ୍ଲିକ NACରେ ୧୭ ଜଣ କରେନା ସଂକ୍ରମିତ ଛିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଛି । ଆଠମଲ୍ଲିକ NACରେ କରେନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ ।

ଖବର ଅନୁଯାୟୀ, ସଂକ୍ରମଣ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ନକଲେ ଆଗକୁ ପରସ୍ଥିତି ଖରାପ ହେଇପାରେ । ଏହାକୁ ଦୃଷ୍ଟିରେ ରଖି ଶନିବାର ସଂନ୍ଧ୍ୟରେ ଆଠମଲ୍ଲିକ NACର ଓ୍ୱାର୍ଡ ନଂ ୬ ଓ ୮କୁ କଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।   ଏହି ଅଞ୍ଚଳକୁ ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଏପିରିକି ଏହି ଓ୍ୱାର୍ଡରୁ ଜଣଙ୍କ ମୃତ୍ୟୁ ବି ହେଇସାରିଲାଣି ।  ଯାହାକୁ ନେଇ  ଓ୍ୱାର୍ଡ଼ରେ କୋକୁଆ ଭୟ ସୃଷ୍ଟି ହେଇଛି । ଏହି ଦୁଇଟି ଓ୍ୱାର୍ଡକୁ ବାରିକେଟ କରାଯାଇଛି । ହେଲେ କିଛି ବଙ୍ଗାଳି ଲୋକ ବାରିକେଟ କୁ ନମାନି ଯିବା ଆସିବା କରୁଥିବାର ବେଖିବାକୁ ମିଳିଛି ।

   Related Posts