Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ଟ୍ରକକୁ ପିଟିଲା ଆଉ ଏକ ଟ୍ରକ, ଡ୍ରାଇଭର ଗୁରୁତର

3/02/2020 at 9:14 AM

କେନ୍ଦୁଝର ୦୩।୦୨: ଟ୍ରକକୁ ପଛ ପଟ ପଟୁ ପିଟିଲା ଟ୍ରକ  । କେନ୍ଦୁଝର ଦେଇ ଯାଇଥିବା ୨୦ନମ୍ବର ଜାତୀୟ ରାଜପଥ ଗୋପାଳପୁର ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ସୂଚନାଯୋଗ୍ୟ ଯେ, କେନ୍ଦୁଝରର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ଏବେ ମରଣଯନ୍ତା । ରବିବାର ଦିନ ବିଳମ୍ବିତ ରାତି ଗୋପାଳପୁର ଗାଁ ନିକଟରେ ଏକ ଦୁର୍ଘଟଣା  ଘଟିଛି । ରାସ୍ତା କଡର ଏକ ଟ୍ରକ କଡରେ ଛିଡା ହୋଇଥିଲା । ତେବେ ରାତିରେ ଆଇରନ ନେଇ ଯାଉଥିବା ଟ୍ରକ ରାସ୍ତା ଖରାପ ଯୋଗୁ ଭରସମ୍ୟ ହରାଇ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିଲା । ଗାଁଲୋକେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

   Related Posts