ନନ୍ଦନକାନନରେ ଦୁଇ ବାଘୁଣୀ ମଧ୍ୟରେ ଲଢେଇ ; ଗୁରୁତର ବାଘୁଣୀକୁ ନିଆଗଲା ଚିକିତ୍ସାଳୟ

Published By : Prameya-News7 Bureau | February 05, 2019 IST

ବାରଙ୍ଗ ୫|୧: ବାରଙ୍ଗ ନନ୍ଦନକାନନ ଦୁଇ ବାଘୁଣୀ ମଧ୍ୟରେ ଲଢେଇ ହୋଇଛି । ଖୁଆଡ ନଂ-୩୦ (କ) ରେ ଦୁଇ ବାଘୁଣୀଙ୍କ ମଧ୍ୟରେ ଲଢେଇ ହୋଇଛି । ଦୁଇ ବାଘୁଣୀ ଚିନୁ ଓ ମୌସୁମୀ । ଲଢେଇ ଫଳରେ ବାଘୁଣୀ ଚିନୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଚିନୁକୁ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ନିଆଗଲା ଚିକିତ୍ସାଳୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.