ଏହି ଦୁଇଟି ଜିନିଷ କେବେ ଶରୀରକୁ ମୋଟା କରାଏ ନାହିଁ; କିନ୍ତୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

Published By : Prameya-News7 Bureau | April 30, 2019 IST

wp:heading {"level":5}
ଆଜିକାଲିର ଅପମିଶ୍ରିତ ଖାଇବା ଲୋକଙ୍କୁ ଅଧିକ ମୋଟା କରାଉଛି। ମୋଟାପଣ ସମସ୍ୟାକୁ ନେଇ ଅନେକ ଲୋକ ଚିନ୍ତିତ ମଧ୍ୟ ରୁହନ୍ତି। ଜଙ୍କ ଫୁଡ ଶରୀରକୁ ଦୁର୍ବଳ କରାଇବା ସହ ମୋଟା ମଧ୍ୟ କରାଏ। ଖାଇବା ପିଇବାର ଅଭ୍ୟାସ ସଠିକ୍‌ ନଥିଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମିଯାଏ।
/wp:heading {"id":108997}
wp:heading {"level":5}
ଜଙ୍କ ଫୁଡ ଖାଇଲେ କେବଳ ପେଟର ଭୋକ ଶାନ୍ତ ହୁଏ ସତ କିନ୍ତୁ ଶରୀରକୁ ଉଚିତ୍‌ ପ୍ରୋଟିନ ମିଳିନଥାଏ। ଫଳରେ ଅଧିକାଂଶ ଲୋକ ମୋଟାପଣର ଶିକାର ହୁଅନ୍ତି। ମୋଟାପଣରୁ ଶରୀରରେ ଅନେକ ରୋଗ ହୋଇଥାଏ। କିନ୍ତୁ ସମ୍ପୂର୍ଣ୍ଣ ଭାବେ ପତଳା ହେବା ମଧ୍ୟ ଏକ ସମସ୍ୟା। କୌଣସି କାମ କରିଲେ ଶୀଘ୍ର ଥକିବା ସହ ଶରୀରରେ ଦୁର୍ବଳତା ଦେଖାଯାଏ। ଏହା ଦ୍ବାରା ହାଡଗଣ୍ଠି ମଧ୍ୟ ଦୁର୍ବଳ ହୋଇଥାଏ।  ଏଥି ପାଇଁ ସବୁବେଳେ ସୁସ୍ଥ ରଖିବା ଓ ଶରୀରର ଓଜନ ଠିକ୍‌ ରହିବା ଜରୁରୀ ହୋଇଥାଏ।
/wp:heading {"id":108999}
wp:heading {"level":5}
ଯଦି ଶରୀରର ବିଏମଆଇ ୧୮.୫ରୁ କମ ହୁଏ ତାହାଲେ ଶରୀରର ଓଜନ ଅଣ୍ଡରୱେଟ୍‌ ବୋଲି କୁହାଯାଏ।  ବିଏମଆଇ ୨୫ରୁ ଅଧିକ ହେଲେ ତାହା ଓଭରୱେଟ ଓ ୩୦ରୁ ଅଧିକ ହୋଇଥିଲେ ମୋଟାପଣ ସମସ୍ୟାର ସାମ୍ନା କରନ୍ତିବୋଲି କୁହାଯାଏ। ତେବେ ଜାଣନ୍ତୁ ଏମିତି ୨ଟି ଜିନିଷ ବିଷୟରେ ଯାହା ଦ୍ବାରା ଶରୀର ସୁସ୍ଥ ରହିବ।
/wp:heading {"id":108998}
wp:heading {"level":5}
ଅବସାଦ ଗ୍ରସ୍ତ ଲୋକଙ୍କୁ ଅଧିକ ଭୋକ ଲାଗେ ନାହିଁ। କିଛି ଖାଇବାକୁ ମନ ହୁଏନାହିଁ ଓ ଖାଇଲେ ମଧ୍ୟ ଶରୀରରେ ଲାଗେ ନାହିଁ। ଏହି କାରଣରୁ ଲୋକେ ଅଧିକ ପତଳା ମଧ୍ୟ ହୋଇଯାଆନ୍ତି।
/wp:heading {"id":109000}
wp:heading {"level":5}
ଅଧିକାଂଶ ଲୋକେ ଜିମ୍‌ରେ ପ୍ରତ୍ୟେକ ଦିନ ଗୋଟିଏ ପ୍ରକାରର ବ୍ୟାୟାମ କରନ୍ତି। ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ପ୍ରତ୍ୟେକ ଦିନ ଭାରି ଜିନିଷ ଉଠାଇବା ମାଂସପେଶି ଉପରେ ଖରାପ ପ୍ରଭାବ ପକାଏ। ପ୍ରକୃତରେ ଗୋଟେ ବ୍ୟାୟାମ କରିଲେ ତାହା ଶରୀରର ଏକ ଅଂଶ ପାଇଁ କ୍ଷତିକାରକ ହୋଇଥାଏ। ଫଳରେ ପରିଣାମ ଖରାପ ହେବା ସହ ଶରୀର ଦୁର୍ବଳ ହୋଇଥାଏ ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.