Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଚୋରି ଉଦ୍ୟମ ବେଳେ ଦୁଇ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ

28/01/2020 at 11:24 AM

ସୋର ୨।୧: ଧରା ପଡି ଛେଚା ଖାଇଲେ ଦୁଇ ଚୋର । ବାଲେଶ୍ବର ଜିଲ୍ଲା ଖଇରା ଥାନା ବରପଦା ଅଞ୍ଚଳ ଦେଖିବାକୁ ମିଳିଛି ଏଭଳି ଘଟଣା । ସଂପୃକ୍ତ ଚୋରକୁ ପୋଲିସର ଜିମା ଦୋଇଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ବରପଦା ଗାଁରେ ଦୁଇ ମଟର ସାଇକେଲ ଯୋଗେ ଚାରି ଜଣ ଗାଁର ଷ୍ଟ୍ରିଟ୍ ଲାଇଟ୍ ଲିଭାଇ କ୍ଲବ୍ ଏବଂ ମନ୍ଦିରରେ ଚୋରୀ କରି କିଛି ଲୋକଙ୍କ ଘରେ ଚୋରୀ ଉଦ୍ୟମ କରୁଥିଲେ । ସେହି ସମୟରେ ଗାଁ ଲୋକ ଦୁଇ ଚୋରଙ୍କୁ କାବୁ କରିନେଇଥିଲେ । ଉଭୟଙ୍କୁ ଦୌଡିରେ ବାନ୍ଧି ମାଡ ମାରିବା ସହ ଗୋଟିଏ ମଟର ସାଇକେଲକୁ ମଧ୍ୟ ଜବତ କରିଛନ୍ତି । ଏହାପରେ ଉଭୟଙ୍କୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଅନ୍ୟ ଦୁଇ ଚୋର ଫେରାର ହୋଇଯାଇଥିବା ଜଣାପଡିଛି ।

   Related Posts