Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ , ସର୍ଚ୍ଚ ଅପରେସନ ଜାରି

12/11/2019 at 10:54 AM

ଶ୍ରୀନଗର ୧୨।୧୧ :  ଜମ୍ମୁ ଓକାଶ୍ମୀର ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କାବୀଦୀ ନିହତ । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ।

ସୂଚନାଯୋଗ୍ୟ ଯେ, ଜମ୍ମୁ ଓକାଶ୍ମୀର ର ଗୋନ୍ଦରବଳର ଗୁଣ୍ଡ  ଅଞ୍ଚଳରେ ଆତଙ୍କାବାଦୀ ଲୁଚିରହିଥିବା ଖବର ସେନାବାହିନୀ ଜାଣିବାକୁ ପାଇ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ଆତଙ୍କାବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ , ସେନାବାହିନୀଙ୍କ ପାଲଟା ଯବାବରେ ଦୁଇ ଜଣ ଆତଙ୍କାବୀଦୀ ନିହତ ହୋଇଛନ୍ତି । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି  ।  

   Related Posts