ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ନିହତ , ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | November 12, 2019 IST

ଶ୍ରୀନଗର ୧୨।୧୧ :  ଜମ୍ମୁ ଓକାଶ୍ମୀର ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କାବୀଦୀ ନିହତ । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ।

{"id":182795,"width":574,"height":321}

ସୂଚନାଯୋଗ୍ୟ ଯେ, ଜମ୍ମୁ ଓକାଶ୍ମୀର ର ଗୋନ୍ଦରବଳର ଗୁଣ୍ଡ  ଅଞ୍ଚଳରେ ଆତଙ୍କାବାଦୀ ଲୁଚିରହିଥିବା ଖବର ସେନାବାହିନୀ ଜାଣିବାକୁ ପାଇ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ଆତଙ୍କାବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ , ସେନାବାହିନୀଙ୍କ ପାଲଟା ଯବାବରେ ଦୁଇ ଜଣ ଆତଙ୍କାବୀଦୀ ନିହତ ହୋଇଛନ୍ତି । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି  ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.