ନବରଙ୍ଗପୁର ୮|୮: ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍ ର ଦୁଇଟି ଗେଟ୍ । ଇନ୍ଦ୍ରାବତୀ ଡ୍ୟାମର ୨ ନମ୍ବର ଓ ୬ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଦୁଇଟି ଗେଟ୍ ଦୁଇ ମିଟର ଖୋଲାଯାଇଛି । ସେକେଣ୍ଡକୁ ୨୨୦୦ କ୍ୟୁସେକ୍ ଜଳ ରିଜର୍ଭ ଭିତରକୁ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟ୍ ରୁ ପ୍ରତି ସେକେଣ୍ଡରେ ୪୫୦ କ୍ୟୁସେକ୍ ଜଳ ନିଷ୍କାସନ ଯାଉଛି ବୋଲି ଇନ୍ଦ୍ରାବତୀ ପ୍ରକଳ୍ପ ଚିଫ୍ ଇଂଜିନିୟରିଂ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...