ପୋଖରୀରେ ବୁଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ

Published By : Prameya-News7 Bureau | July 02, 2018 IST

ଉମରକୋଟ ଥାନା କୁମୁଡାଗୁଡା ଗାଁରେ ଅଘଟଣ । ପୋଖରୀରେ ବୁଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତ ୨ ଭଉଣୀ ହେଲେ ଚମ୍ପା ଶାନ୍ତା ଓ ନୀଳା ଶାନ୍ତା । ଗାଧୋଇବାକୁ ଯାଇ ୨ ଭଉଣୀ ପୋଖରୀରେ ବୁଡି ଯାଇଥିଲେ । ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.