ଆଖି ବୁଜିଲେ ଦୁଇ ଭଉଣୀ, କାନ୍ଥ ଭୁଶୁଡି ହୋଇଥିଲେ ଗୁରୁତର

Published By : Prameya-News7 Bureau | June 07, 2019 IST

ଭୁବନେଶ୍ବର ୭|୬: ଭୁବନେଶ୍ବର ନିର୍ମାଣ ସୌଧ ନିକଟ ବସ୍ତିରେ ନିକଟ ବସ୍ତିରେ କାନ୍ଥ ଭୁଶୁଡି ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

{"id":120618}

ଗତ ବୁଧବାର ରାତିରେ ଭୁବନେଶ୍ବର ସ୍ଥିତ ନିର୍ମାଣ ସୌଧ ନିକଟ ବସ୍ତିରେ ନିକଟ ବସ୍ତିରେ କାନ୍ଥ ଭୁଶୁଡି ପଡିଥିଲା । ଫଳରେ ଦୁଇ ଭଉଣୀ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଉଭୟଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.