ଗଜପତି ଜିଲ୍ଲା ଆର୍. ଉଦୟଗିରି ଛେଳିଗଡ଼ ଗାଁରେ ଏକ କୂଅ ଭିତରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର
30/09/2018 at 5:22 AM

ଗଜପତି ୨୯/୯: ଗଜପତି ଜିଲ୍ଲା ଆର୍ .ଉଦୟଗିରି ଛେଳିଗଡ଼ ଗାଁରେ ଅଘଟଣ । କୂଅ ଭିତରୁ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ । ଛେଳିଗଡ଼ ଗାଁର ପ୍ରମୋଦ ଆଚାରୀଙ୍କ ଝିଅ ସ୍ବପ୍ନା ଏବଂ କିରଣଙ୍କ ମୃତଦେହ ବାଡ଼ି କୂଅରୁ ମିଳିଛି । ପାରିବାରିକ ଅଶାନ୍ତି ନା ପ୍ରେମଜନିତ କାରଣରୁ ଏଭଳି ଅପମୃତ୍ୟୁ ଘଟିଛି, ତାର ତଦନ୍ତ କରୁଛି ପୋଲିସ୍ ।
Related Posts
ବୁଢିପଦା ଗାଁରେ ବନ ବିଭାଗର ଚଢାଉ, ବାଘଛାଲ ଜବତ
20 May 2022