Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଗଜପତି ଜିଲ୍ଲା ଆର୍. ଉଦୟଗିରି ଛେଳିଗଡ଼ ଗାଁରେ ଏକ କୂଅ ଭିତରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର

30/09/2018 at 5:22 AM

ଗଜପତି ୨୯/୯: ଗଜପତି ଜିଲ୍ଲା ଆର୍ .ଉଦୟଗିରି ଛେଳିଗଡ଼ ଗାଁରେ ଅଘଟଣ । କୂଅ ଭିତରୁ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ । ଛେଳିଗଡ଼ ଗାଁର ପ୍ରମୋଦ ଆଚାରୀଙ୍କ ଝିଅ ସ୍ବପ୍ନା ଏବଂ କିରଣଙ୍କ ମୃତଦେହ ବାଡ଼ି କୂଅରୁ ମିଳିଛି । ପାରିବାରିକ ଅଶାନ୍ତି ନା ପ୍ରେମଜନିତ କାରଣରୁ ଏଭଳି ଅପମୃତ୍ୟୁ ଘଟିଛି, ତାର ତଦନ୍ତ କରୁଛି ପୋଲିସ୍ ।

   Related Posts