Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସକୁ ଓଭରଟେକ୍ ବେଳେ କାନ୍ଥରେ ପିଟି ହେଲା ବାଇକ୍ : ଦୁଇ ପୋଲିସ କର୍ମଚାରୀ ମୃତ

1/09/2019 at 9:35 AM

କଳାହାଣ୍ଡି  ୧/୯: କଳାହାଣ୍ଡି କୋକସରା ଗାଁ ନିକଟରେ ଦୁର୍ଘଟଣା ଘଟି  ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ବସ୍ କୁ ଓଭରଟେକ୍ କରିବାକୁ ଯାଇ କାନ୍ଥରେ ପିଟି ହେଲା ବାଇକ୍ ।

ଏହି ଦୁଇ ପୋଲିସ କର୍ମଚାରୀ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଏଥିରେ ଆଇଆରବି ଯବାନ କ୍ଷୀରସିନ୍ଦୁ ଧରୁଆଁ ଓ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର  ନାଏକଙ୍କ ମୃତ୍ୟୁ ହୋଇଛି ।

   Related Posts