ବସକୁ ଓଭରଟେକ୍ ବେଳେ କାନ୍ଥରେ ପିଟି ହେଲା ବାଇକ୍ : ଦୁଇ ପୋଲିସ କର୍ମଚାରୀ ମୃତ

Published By : Prameya-News7 Bureau | September 01, 2019 IST

କଳାହାଣ୍ଡି  ୧/୯: କଳାହାଣ୍ଡି କୋକସରା ଗାଁ ନିକଟରେ ଦୁର୍ଘଟଣା ଘଟି  ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ବସ୍ କୁ ଓଭରଟେକ୍ କରିବାକୁ ଯାଇ କାନ୍ଥରେ ପିଟି ହେଲା ବାଇକ୍ ।

{"id":151589}

ଏହି ଦୁଇ ପୋଲିସ କର୍ମଚାରୀ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଏଥିରେ ଆଇଆରବି ଯବାନ କ୍ଷୀରସିନ୍ଦୁ ଧରୁଆଁ ଓ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର  ନାଏକଙ୍କ ମୃତ୍ୟୁ ହୋଇଛି ।

{"id":151590}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.