Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

କୋର୍ଟ ଭ୍ୟାନ ଧକ୍କାରେ ଅଜା ଓ ନାତିଙ୍କ ମୃତ୍ୟୁ, କଲେଜରେ ନାଁ ଲେଖାଇବା ପାଇଁ ନାତିକୁ ନେଇ ଯାଉଥିଲେ ଅଜା

12/09/2019 at 6:24 PM

ସୁବର୍ଣ୍ଣପୁର ୧୨|୯: ସୋନପୁର ପୋଲିସର କୋର୍ଟ ଭ୍ୟାନ ଧକ୍କାରେ ୨ଜଣ  ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।  ମୃତକ ଦୁଇ ଜଣ  ଅଜା ନାତି ବୋଲି ଜଣାପଡିଛି ।  ମୃତ ଅଜା ଜଳନ୍ଧର ମଲ୍ଲିକ ଏବଂ ନାତି ଦେବେନ୍ଦ୍ର ମଲ୍ଲିକଙ୍କ ଘର ବଲାଙ୍ଗୀର ଜିଲ୍ଲାର ସନ୍ଧିସରା ଗାଁରେ ।

ଅଜା ଜଳନ୍ଧର ତାଙ୍କ ନାତି ଦେବେନ୍ଦ୍ର କୁ ସୋନପୁର  କଲେଜ ରେ ନାଁ ଲେଖିବା ପାଇଁ ଅସୁବା ବେଳେ ଏହି ଦୁର୍ଘଟଣା ଘଟିଛି । ,57 ନମ୍ବର ଜାତୀୟ ରାଜପଥ ଅର୍ଜୁନପୁର  ଠରେ ସୋନପୁର ରୁ ମୁଦାଲା ନେଇ ରାମପୁର  ଯାଉଥିବାବେଳେ  କୋଟ ଭ୍ୟାନ ଵାଇକ କୁ ଧକ୍କା ଦେଇଥିଲା ।

ଘଟଣା ପରେ ଭ୍ୟାନନ ଡ୍ରାଇଭର   ବାବୁଲୁ ସେଠି କୁ ପୋଲିସ ଗିରଫ  କରିଛି ,ସମ୍ବଲପୁର ଡି ଆ ଜି ହିମାଂଶୁ ଲାଲ  ସୋନପୁର ଆସି ଘଟଣା ସମ୍ପର୍କରେ ବୁଝିଛନ୍ତି ।

   Related Posts