Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନୁଗୁଳ ଜାରାସିହା ଗାଁରେ ନିଆଁରେ ପୋଡ଼ି ହୋଇ ୨ ମୃତ

6/09/2018 at 1:51 AM

ଅନୁଗୁଳ ଜାରାସିହା ଗାଁରେ ନିଆଁରେ ପୋଡ଼ି ହୋଇ ୨ ମୃତ । ଜଣଙ୍କର ପରିଚୟ ମିଳିଥିବା ବେଳେ, ଆଉ ଜଣଙ୍କର ପରିଚୟ ଜଣାପଡିନି । ସର୍ଟସର୍କିଟ୍ ଯୋଗୁଁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅନୁଗୁଳ ପୋଲିସ୍ ଖବର ପାଇ ଅଧିକ ତଦନ୍ତ ଚଲାଇଛି ।.

   Related Posts