Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବୁର୍ଲା ମେଡିକାଲରେ ଅଘଟଣ, ମେସିନ୍ ଧୂଆଁରେ ୨ ଅପରେଟର ଗୁରୁତର

10/11/2021 at 8:58 AM

ସମ୍ୱଲପୁର ୧୦/୧୧: ବୁର୍ଲା ମେଡିକାଲ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ରେ ଅଘଟଣ । ଷ୍ଟ୍ରେରିଲାଇଜ୍ ମେସିନ୍ ର ଧୂଆଁ ରେ ଜଳିଗଲେ ଦୁଇ ଅପରେଟର । ଶରୀରର ଏକାଧିକ ସ୍ଥାନରେ ଗରମ ବାଷ୍ପ ଯୋଗୁଁ ସିଝି ଯାଇଛି । ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରି ମେଡିକାଲରେ ଚିକିତ୍ସା କରି ଘରକୁ ପଠାଇଦେଲେ କର୍ତ୍ତୃପକ୍ଷ ।

ଟେକ୍ନିକାଲ୍ ଏକ୍ସପର୍ଟ କୁ ମେସିନ୍ ଚଳାଇବା ଦାୟିତ୍ୱ ଦେବା ବଦଳରେ ଆଟେଣ୍ଡାଣ୍ଟକୁ ଦିଆଯାଇଥିଲା କାହିଁକି ? ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଉଭୟ ଆଟେଣ୍ଡାଣ୍ଟ ଙ୍କ ଭୁଲ୍ ଯୋଗୁଁ ଏଭଳି ଅଘଟଣ ମେଡିକାଲ ଅଧିକ୍ଷକ କହିଛନ୍ତି । ଘଟଣାକୁ ୨ଦିନ ବିତିଯାଇଥିଲେ ମଧ୍ୟ ଘଟଣା କୁ ଚପେଇବା ପାଇଁ ମେଡିକାଲ କର୍ତୃପକ୍ଷ ଜୋର୍‌ଦାର ଉଦ୍ୟମ କରିଥିବା ଜଣାପଡିଛି ।

ଆହତ ଦୁଇ ଆଟେଣ୍ଡାଣ୍ଟ ଙ୍କ ମଧ୍ୟରେ ଜଣେ ବୁର୍ଲା ଗାନ୍ଧି ପଡାର ହୋଇଥିବା ବେଳେ ଅନ୍ୟଜଣେ ବାହାର ଜିଲ୍ଲାର ବୋଲି ଜଣାପଡିଛି । ତେବେ ମେଡିକାଲ ମଧ୍ୟରେ ଏତେବଡ ଅଘଟଣା ଘଟିଲା କିନ୍ତୁ ମେଡିକାଲ ପୁଲିସ ନିକଟରେ ମଧ୍ୟ ଏସମ୍ପର୍କରେ କୌଣସି ସୂଚନା ନ ଥିବା ଜଣାପଡିଛି ।

   Related Posts