Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ନକ୍ସଲ-ପୋଲିସ ମଧ୍ୟରେ ଗୁଳିବିନିମୟ : ଦୁଇ ନକ୍ସଲ ନିହତ

5/11/2019 at 2:45 PM

ଛତିଶଗଡ ୦୫।୧୧ : ଛତିଶଗଡ ଦାନ୍ତେଓ୍ବାଡା ଜିଲ୍ଲା କାତେକଲ୍ୟାଣରେ ଏନକାଉଣ୍ଟର । ମଙ୍ଗଳବାର ସକାଳ ସମୟରେ  ଜିଲ୍ଲା ରିଜର୍ଭ ଗାର୍ଡ଼ (ଡିଆରଜି)ର ଏକ ଟିମ୍ ସର୍ଚ୍ଚ ଅପରେସନରେ ୨ଜଣ ନକ୍ସଲ ନିହତ ହୋଇଥିବାର ସୂଚନା ମିଳିଛି । ନିହତ ନକ୍ସଲଙ୍କ ନିକଟରୁ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।  ଡିଆରଜି ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି ।  

   Related Posts