ବିଦ୍ୟୁତ ଆଘାତରେ ସ୍ୱାମୀ ଓ ସ୍ତ୍ରୀ ମୃତ

Published By : Prameya-News7 Bureau | July 15, 2020 IST

ବଲାଙ୍ଗୀର ୧୫।୦୭ : ବିଦ୍ୟୁତ ନେଇଗଲା ଜୀବନ । ଆଖିପିଛୁଲାକେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ବଲାଙ୍ଗିର  ଖପ୍ରାଖୋଲ ଥାନା ଭୁରସିବାଞ୍ଜି ରେ ଘଟିଛି ଘଟଣା । ବିଦ୍ୟୁତ ଆଘାତରେ  ସ୍ୱାମୀ ଓ ସ୍ତ୍ରୀ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ବଲାଙ୍ଗିର  ଖପ୍ରାଖୋଲ ଥାନା ଭୁରସିବାଞ୍ଜିରେ ବିଦ୍ୟୁତ ଆଘାତରେ  ସ୍ୱାମୀ ଓ ସ୍ତ୍ରୀ ମୃତ ହୋଇଯାଇଛି ।   ମୃତ ଦମ୍ପତି ୬୫ ବର୍ଷୀୟ ଅମର ବାଗ୍ ଓ ୫୮ବର୍ଷୀୟ ସପୁର ବାଗ୍ I  ଘଟଣା ସ୍ଥଳରେ ଖପ୍ରାଖୋଲ ପୋଲିସ ପହଞ୍ଚି  ମୃତ ଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ  ପଠାଇଛି । ଘରେ ଥିବା ଟିଣ କବାଟ ରେ ବିଦ୍ୟୁତ ସଂଯୋଗ ଲାଗି ମୃତ୍ୟୁ ହୋଇଥିବା ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.