Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବିଦ୍ୟୁତ ଆଘାତରେ ସ୍ୱାମୀ ଓ ସ୍ତ୍ରୀ ମୃତ

15/07/2020 at 7:13 AM

ବଲାଙ୍ଗୀର ୧୫।୦୭ : ବିଦ୍ୟୁତ ନେଇଗଲା ଜୀବନ । ଆଖିପିଛୁଲାକେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ବଲାଙ୍ଗିର  ଖପ୍ରାଖୋଲ ଥାନା ଭୁରସିବାଞ୍ଜି ରେ ଘଟିଛି ଘଟଣା । ବିଦ୍ୟୁତ ଆଘାତରେ  ସ୍ୱାମୀ ଓ ସ୍ତ୍ରୀ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ବଲାଙ୍ଗିର  ଖପ୍ରାଖୋଲ ଥାନା ଭୁରସିବାଞ୍ଜିରେ ବିଦ୍ୟୁତ ଆଘାତରେ  ସ୍ୱାମୀ ଓ ସ୍ତ୍ରୀ ମୃତ ହୋଇଯାଇଛି ।   ମୃତ ଦମ୍ପତି ୬୫ ବର୍ଷୀୟ ଅମର ବାଗ୍ ଓ ୫୮ବର୍ଷୀୟ ସପୁର ବାଗ୍ I  ଘଟଣା ସ୍ଥଳରେ ଖପ୍ରାଖୋଲ ପୋଲିସ ପହଞ୍ଚି  ମୃତ ଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ  ପଠାଇଛି । ଘରେ ଥିବା ଟିଣ କବାଟ ରେ ବିଦ୍ୟୁତ ସଂଯୋଗ ଲାଗି ମୃତ୍ୟୁ ହୋଇଥିବା ସୂଚନା ।

   Related Posts