Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଖେଳୁଥିବା ବେଳେ ନିଖୋଜ ହୋଇଗଲେ ଦୁଇ ନାବାଳିକା, ଅପହରଣ ସନ୍ଦେହ

4/02/2020 at 3:03 PM

ରାଉରକେଲା ୪।୨: ଦୁଇ ଦୁଇ ଜଣ ନାବାଳିକା ଗାଏବ। ଖେଳୁଥିଲା ବେଳେ କୁଆଡେ ଉଭାନ ହେଇଯାଇଥିଲେ ଦୁଇ ନାବାଳିକା । ଏହି ଦୁଇ ନାବାଳିକା ହେଉଛନ୍ତି ଉଦିତନଗର ଥାନା ଅନ୍ତର୍ଗତ ବିରଜାପଲି ଅଞ୍ଚଳର ପଞ୍ଚମ ଶ୍ରେଣୀ ଛାତ୍ରୀ ରିୟା ସାଗର ଏବଂ ପ୍ରୀତି ସୁରେନ ।  ରିୟା ଲୋରେଟୋ ସ୍କୁଲରେ ପଢ଼ୁଥିବା ବେଳେ ପ୍ରୀତି ଉଦିତନଗର ୟୁପି ସ୍କୁଲରେ ପଡୁଛନ୍ତି । ରିୟାର ବୟସ ୧୧ବର୍ଷ ହୋଇଥିବା ବେଳେ ପ୍ରୀତିର ବୟସ ୮ବର୍ଷ ।  ଦୁହେଁ ସାଙ୍ଗ ହେଇ ଗତକାଲି ସନ୍ଧ୍ୟାରେ ଖେଳୁଥିଲେ । ହେଲେ ରାତିରେ ଘରକୁ ଫେରିନଥିଲେ । ପରିବାର ତରଫରୁ ଉଦିତନଗର ଥାନାରେ ଏତଲା ଦେବା ପରେ ପୋଲିସ ତୁରନ୍ତ ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମାର୍କେଟ୍ ତଥା ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଛି । ଦୁଇ ଜଣ ନାବାଳିକା ଏକ ସଙ୍ଗେ ଗାଏବ ହୋଇଥିବାରୁ କେହି ଦୁର୍ବୃତ୍ତ କିମ୍ବା ଅପରାଧୀ ତାଙ୍କୁ କିଡନାପ୍ କରିଥିବାର ସନ୍ଦେହ କରାଯାଉଛି ।

   Related Posts