Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପୁଅରୁ ଝିଅ ପାଲଟିଗଲେ ଦୁଇ ଯୁବକ , ଦୁଇ ବର୍ଷ ଯାକ ନିର୍ଧୁମ ଏମିତି କାମ କଲେ … ଜାଣିବେ ତ କହିବ.. ଆରେ ଏମାନେ ଏମିତି

4/02/2019 at 7:26 PM

ଦୁନିଆରେ ଅପରାଧ ତରିକା ଏମିତି ବଦଳି ଗଲାଣି ଜାଣିବେ ତ ମୁଣ୍ଡରେ ଦେଇଦେବେ ହାତ । କିଏ କେତେ ଢ଼ଙ୍ଗରେ କରୁଛନ୍ତି ଅପରାଧ । ସବୁରି ପଛରେ କେବଳ ପଇସା ରୋଗାର କରିବାର ମୋହରା ।

ଆସନ୍ତୁ ଜାଣିଵା ସେମିତି ଏକ ଅପରାଧ ଯାହା ଶୁଣିବେ ତ ଆଶ୍ଚର୍ଯ୍ୟ ହୋଇଯିବେ । ପଂଜାବର ଏକ ଅଂଚଳରେ ଘଟିଛି ଏହି ଘଟଣା । ଦୁଇ ଜଣ ଯୁବକ ଝିଅଙ୍କ କଣ୍ଠରେ କଥାବାର୍ତ୍ତା କରି ଲୁଟିଛନ୍ତି ଲକ୍ଷ ଲକ୍ଷ ଟଂକା ସହ ଅନ୍ୟାନ ମୂଲ୍ୟବାନ ଜିନିଷପତ୍ର ।

ସେମାନେ ଜଣେ ବ୍ୟକ୍ତିଙ୍କ ସହ ଦୁଇ ବର୍ଷ ହେଲା ଫୋନରେ କଥା ହେଉଥିବା ଜଣାଯାଇଛି । ସେମାନେ ଝିଅଙ୍କ କଣ୍ଠସ୍ଵରରେ କଥା ହୋଇ ପ୍ରେମ କରିବା ଓ ପରେ ପରେ ବିବାହର ଯୋଜନା ମଧ୍ୟ କରିଥିଲେ । କେଉଁ ଠାରେ ବିବାହ କରିବେ, କେମିତି କରିବେ , ହନିମୁନ ଟ୍ରିପ କୁଆଡ଼େ ଯିବେ ଆଦି କଥା ମଧ୍ୟ ଫୋନରେ ହେଉଥିଲେ ।

ଏହି ମୌକାରେ ଝିଅଙ୍କ କଣ୍ଠରେ କଥା ହେଉଥିବା ଦୁଇ ଯୁବକଙ୍କ ସେହି ବ୍ୟକ୍ତିଙ୍କ ଠାରୁ ଲୁଟିଥିଲେ । ସେହି ବ୍ୟକ୍ତିଙ୍କ ଠାରୁ ୧୨ଟି ମୋବାଇଲ, ଚୁନାଚେନ,ଲାପଟପ ସହିତ ୪ଲକ୍ଷ ୩୦ ହଜାର ନେଇଥିଲେ । ଦୁଇ ଯୁବକଙ୍କୁ ପ୍ରେମିକା ବୋଲି ଉପହାର ଦେଇଥିଲେ ବ୍ୟକ୍ତି ଜଣକ ।

କିନ୍ତୁ ବ୍ୟକ୍ତି ଜଣକ ପରେ ସେମାନେ ପ୍ରକୃତରେ ଝିଅ ନୁହଁନ୍ତି ପୁଅ ବୋଲି ଜାଣିଥିଲେ ।  ଏବାବଦରେ ଥାନାରେ ମାମଲା ରୁଜୁ କରିଛନ୍ତି ଠକାମୀରେ ଶିକାର ହୋଇଥିବା ବ୍ୟକ୍ତି ।

   Related Posts