ଦୁଇ ଲୁଟେରା ଗିରଫ ; ମାଉଜର, ଅଫୁଟା ଗୁଳି ଜବତ

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର ୭|୪ : ଭୁବନେଶ୍ବର ବଡଗଡ ଥାନା ଅଞ୍ଚଳରୁ ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗିରଫ ଲୁଟେରାଙ୍କ ନିଟକରୁ ଦୁଇଟି ମାଉଜର ସହ ଅଫୁଟା ଗୁଳି, ବାଇକ୍ ଓ ମୋବାଇଲ ଜବତ ହୋଇଛି ।

{"id":101086}

ଏମାନେ ପୁରୀ ବାଇପାସ୍, ଶହୀଦନଗର ଥାନା ଅଧୀନ, ଟଙ୍କପାଣି ରୋଡ୍, ଧଉଳି-ଉତ୍ତରା ଛକ, ଲିଙ୍ଗରାଜ ଥାନା ଅଞ୍ଚଳରେ କରୁଥିଲେ ଲୁଟପାଟ୍ କରୁଥିଲେ । ତେବେ ସେମାନଙ୍କ କମିଶନରେଟ୍ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଲୁଟେରାଙ୍କ ଗିରଫ ନେଇ ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.