Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଦୁଇ ଲୁଟେରା ଗିରଫ ; ମାଉଜର, ଅଫୁଟା ଗୁଳି ଜବତ

7/04/2019 at 1:14 PM

ଭୁବନେଶ୍ବର ୭|୪ : ଭୁବନେଶ୍ବର ବଡଗଡ ଥାନା ଅଞ୍ଚଳରୁ ଦୁଇ ଲୁଟେରା ଗିରଫ ହୋଇଛନ୍ତି । ଗିରଫ ଲୁଟେରାଙ୍କ ନିଟକରୁ ଦୁଇଟି ମାଉଜର ସହ ଅଫୁଟା ଗୁଳି, ବାଇକ୍ ଓ ମୋବାଇଲ ଜବତ ହୋଇଛି ।

ଏମାନେ ପୁରୀ ବାଇପାସ୍, ଶହୀଦନଗର ଥାନା ଅଧୀନ, ଟଙ୍କପାଣି ରୋଡ୍, ଧଉଳି-ଉତ୍ତରା ଛକ, ଲିଙ୍ଗରାଜ ଥାନା ଅଞ୍ଚଳରେ କରୁଥିଲେ ଲୁଟପାଟ୍ କରୁଥିଲେ । ତେବେ ସେମାନଙ୍କ କମିଶନରେଟ୍ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଲୁଟେରାଙ୍କ ଗିରଫ ନେଇ ଭୁବନେଶ୍ବର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

   Related Posts