Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍

19/01/2021 at 5:28 PM

ପୁରୀ ୧୯।୧: ପୁରୀରୁ ଗିରଫ ହେଲେ ୨ ଲୁଟେରା । ଲୁଟେରାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଏମାନେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଟଙ୍କା, ମୋବାଇଲ ଲୁଟୁଥିଲେ । ଗିରଫ ଅଭିଯୁକ୍ତ ହେଲେ ପୁରୀ ହରଚଣ୍ଡୀ ସାହିର କୃଷ୍ଣଚନ୍ଦ୍ର କହଁର ଓ ମିଶ୍ର ସାହିର ଚନ୍ଦନ ସିଂ ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସ ୧୬ ତାରିଖରେ ପୁରୀ ଗୌଡ଼ବାଡ଼ ସାହିର ରାଜେଶ୍ବରୀ ବେହେରା ପାଠପଢ଼ା ସାରି ରାତି ୮ଟାରେ ଘରକୁ ଫେରୁଥିଲେ । ଏହି ସମୟରେ ବିଶ୍ବମ୍ବର ବିଦ୍ୟାପୀଠ ନିକଟରେ ଏହି ଅଭିଯୁକ୍ତମାନେ ତାଙ୍କଠାରୁ କଲେଜ ବ୍ୟାଗ ଛଡାଇ ନେଇ ପଳାଇ ଥିଲେ। ସେହି ବ୍ୟାଗରେ ୨ ହଜାର ଟଙ୍କା ସମେତ ଏଟିଏମ କାର୍ଡ ଥିଲା । ଉକ୍ତ ଏଟିଏମର ପାସୱାର୍ଡ ସେଠାରେ ଲେଖାଥିବାରୁ ଅଭିଯୁକ୍ତମାନେ ୪୬ ହଜାର ୬୬୦ ଟଙ୍କା ବିଭିନ୍ନ ସମୟରେ ଉଠାଇଥିଲେ। ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ପୋଲିସ ସୂଚନା ଦେଇଛି। 

   Related Posts