ଟ୍ରେନରୁ ଡେଇଁଲେ ଦୁଇ ଯୁବତୀ, ଅବସ୍ଥା ସଂକଟାପନ୍ନ
16/12/2019 at 1:57 PM

ଝାରସୁଗୁଡା ୧୬।୧୨: ଟ୍ରେନରୁ ଡେଇଁଲେ ଦୁଇ ଯୁବତୀ । ବାଗଡିହି ଷ୍ଟେସନ ନିକଟରେ ଉତ୍କଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଟ୍ରେନ୍ରୁ ଡେଇଁଲେ ଦୁଇ ଯୁବତୀ । ଦୁଇଜଣ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଯୁବତୀଙ୍କ ଘର ସୁନ୍ଦରଗଡ଼ର ଧନମତୀ ମାଝୀ ଓ ଜ୍ୟୋସ୍ନା ନାଏକ ବୋଲି ଜଣାପଡିଛି । ତେବେ କଣ ପାଇଁ ଟ୍ରେନରୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି ।
Related Posts
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021