ମାଟି ତଳେ ୨ ଜେସିବି ଅପରେଟର : Bigstory Followup

Published By : Prameya-News7 Bureau | June 01, 2018 IST

ତେଲିଙ୍ଗିରି ରାଣିଗଡ-ବାରପୁଟରେ ମାଟି ଅତଡା ଧଷିବା ଘଟଣାରେ ଏବେବି ମାଟି ତଳେ ଫଶି ରହିଛନ୍ତି ୨ ଜେସିବି ଅପରେଟର ... ୨ ଜେସିବି ଅପରେଟର- ସଞ୍ଜୟ ଦାସ (୩୦), ଘନଶ୍ୟାମ ଗୁରୁ(୨୭)... ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.