ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
8/01/2019 at 11:09 AM

ଅନୁଗୁଳ ୮|୧: ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ । କଣିହାଁ ଗଦାଶିଳା ଗାଁରେ ଘଟିଛି ଏଭଳି ଅଘଟଣ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତକ ଦୁଇ ଜଣ ଟାଇଲ୍ ମିସ୍ତ୍ରୀ ଭାବେ କାମ କରୁଥିବାର ସୂଚନା ମିଳିଛି ।
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କଣିହାଁ ଗଦାଶିଳା ଗାଁରେ ଜଣଙ୍କ ଘରେ ଦୁଇ ଶ୍ରମିକ କାମ କରୁଥିଲେ । ଶୀତ ଯୋଗୁଁ ଘର ଭିତରେ କୋଇଲା ଜାଳି ଶୋଇଥିଲେ । ଫଳରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021