ବଡବିଲ ରଇଡା ଆଇଡିସି ଖଣିରେ ଦୁର୍ଘଟଣା, ପାଣି ଟ୍ରାକ୍ଟର ଓଲଟି ୨ ଶ୍ରମିକ ମୃତ

Published By : Prameya-News7 Bureau | November 12, 2021 IST

ବଡବିଲ ୧୨।୧୧: ବଡବିଲ ରଇଡା IDC ଖଣିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପାଣି ଟ୍ରାକ୍ଟର ।  ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ମୃତକ ହେଲେ ସମରା କାରୁଆ, ଦାମୟନ୍ତୀ ଓରାମ । ଟ୍ରାକ୍ଟର ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।  କ୍ଷତିପୂରଣ ଦାବି କରିଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.