Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଭାଙ୍ଗି ପଡିଲା ଦୋକାନ ଛାତ, ୨ ଆହତ

8/10/2020 at 2:17 PM

ଭଦ୍ରକ ୮।୧୦: ଭଦ୍ରକ କଚେରୀ ବଜାର ସ୍ଥିତ ଏକତା ମାର୍କେଟରେ ଦୋକାନର ଛାତ ଖସି ପଡିବାରୁ ଦୁଇ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ କଚେରୀ ବଜାର ସ୍ଥିତ ଏକତା ମାର୍କେଟରେ ଦୋକାନର ସମ୍ମୁଖ ଛାତ ଖସିପଡିଛି । ଲୋକମାନେ କିଣା ବିକାରେ ବ୍ୟସ୍ତ ଥିବାବେଳେ ସରକାରୀ ମାର୍କେଟ କମ୍ପ୍ଲେକ୍ସର ୩ଟି ଦୋକାନ ଗୃହର ଛାତ ଭାଙ୍ଗି ଖସି ପଡିଥିଲା । ଫଳରେ ଦୋକାନରେ ଥିବା ଗ୍ରାହକ ସମେତ ବ୍ୟବସାୟୀ ଆହତ ହୋଇଛନ୍ତି । ସରକାରୀ ଦୋକାନୀ ଗୃହ ହୋଇଥିବାରୁ ଦୋକାନ ହାତ ଛଡା ହୋଇଯିବା ଭୟରେ ବ୍ୟବସାୟୀ ପ୍ରତିକ୍ରିୟା ଦେବା ପାଇଁ  ମନା କରିଛନ୍ତି ।

   Related Posts