Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ : ଦୁଇ ଆହତ, ଥାନା ଭିତରେ ଧସେଇ ପଶିଲେ ସାହିଲୋକ

13/07/2019 at 1:54 PM

ରାୟଗଡା ୧୩|୭: ରାୟଗଡା ଅଶାନ୍ତ । ଗତ କାଲି ରାତିରେ ଆଞ୍ଜିୟାପେଟା ଓ ନୂଆସାହି ମଧ୍ୟରେ ଗେ।ଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ନୂଆସାହିର ଉମେଶ ଚନ୍ଦ୍ର ହିଆଲ ଓ ଆଂଜିୟାପେଟାର ହରିଶ ପଟ୍ଟନାୟକ ଆହତ ହୋଇଛନ୍ତି । ପୂର୍ବ ଶତ୍ରୃତାକୁ ନେଇ ଗେ।ଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି । ଉଭୟଙ୍କ ପକ୍ଷରୁ ରାୟଗଡା ଥାନାରେ ମାମଲା ରୁଜୁ କରାଯାଇଛି ।

ଆଜି ନୂଆସାହିର ଶତାଧିକ ପୁରୁଷ ମହିଳା ଥାନା ଭିତରକୁ ଧସେଇ ପଶିଥିଲେ । ପୁଲିସ ପଦକ୍ଷେପ ଗ୍ରହଣ କରିବା ଦାବିରେ ପାଟିତୁଣ୍ଡ କରିଥିଲେ । ଏମିତିକି ଅପରପକ୍ଷର ଜଣେ ଯୁବକଙ୍କୁ ଥାନା ସମ୍ମୁଖରେ ଆକ୍ରମଣ ଉଦ୍ୟମ ହୋଇଥିଲା । ଘଟଣାକୁ ନେଇ ଏବେବି ଉତ୍ତେଜନା ଲାଗି ରହିଛି ।

   Related Posts