୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର, ଚିକିତ୍ସାଳୟରେ ଭର୍ତ୍ତି
24/06/2019 at 8:13 AM

ନୟାଗଡ ୨୪|୬: ନୟାଗଡରେ ଅଭାବନୀୟ ଘଟଣା ଘଟିଛି । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର ହୋଇଛନ୍ତି । ନୟାଗଡ ଜିଲ୍ଲା ନବଘନପୁର ଗାଁରେ ଘଟିଛି ଏଭଳି ଅଭାନବୀୟ ଘଟଣା ।

କାମ କରିବାକୁ ଯିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଉଭୟ । ଫଳରେ ଉଭୟ ଗୁରୁତର ହୋଇପଡିଥିଲେ । ଗୁରୁତର ଦୁଇ ଜଣ ହେଲେ ଭଗବାନ ବେହେରା ଏବଂ ଧନେଶ୍ବର ମୁଦୁଲି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021