ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର

Published By : Prameya-News7 Bureau | May 22, 2019 IST

ସୋର ୨୨|୫: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦାଦା ଓ ପୁତୁରାକୁ ଆକ୍ରମଣ କରାଯାଇଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡ଼ ପୋଖରୀ ପଂଚାୟତ ଗୁଆପାଳ ଗାଁର ଦାଦା ଅନ୍ତର୍ଯ୍ୟାମୀ ଦଳେଇ ଓ ପୁତୁରା ଅକ୍ଷୟ ଦଳେଇକୁ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

{"id":114751,"width":574,"height":654}

ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖଇରା ପୋଲିସ ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ଅଟକ ରଖିଛି । ଆକ୍ରମଣ ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.