ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୨ ଗୁରୁତର

Published By : Prameya-News7 Bureau | April 24, 2019 IST

କଳାହାଣ୍ଡି ୨୪|୪: ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ଗୋଟିଏ ପରିବାରର ଦୁଇ ଜଣ ଗୁରୁତର ହୋଇଥିବାବେଳେ ଦୁଇ ଜଣ ସାମାନ୍ୟ ଆହାତ ହୋଇଛନ୍ତି । ଏନଏଚ-୨୬ କୋକସରା ମହାଜନଗୁଡା ପେଟ୍ରୋଲ ଟାଙ୍କି ନିକଟରେ ଦୁର୍ଘଟଣା ହୋଇଛି । ଦୁଇ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆମପାଣିରୁ ଫୁପଗାଁ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.