Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଏହି ଚାରିଜଣ ଚର୍ଚ୍ଚିତ ସୁନ୍ଦରୀ କ୍ରିକେଟର ମଧ୍ୟରୁ ୨ଜଣ ଭାରତୀୟ, କିଏ ହେଲେ ସେମାନେ … ଆସନ୍ତୁ ଜାଣିବା

9/01/2019 at 8:57 PM

କ୍ରିକେଟ ଦୁନିଆରେ ମହିଳାମାନଙ୍କର ପ୍ରଂଶସକ ବି କିଛି କମ୍ ନୁହେଁ  ।  ମହିଳା କ୍ରିକେଟରେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଥିବା ୪ଜଣ  ମହିଳାଙ୍କୁ କିଏ ନ ଜାଣେ ।

ଏହି ଚାରିଜଣ ଦେଖିବାକୁ ଯେମିତି ସୁନ୍ଦରୀ, ସେମିତି ବି କ୍ରିକେଟରେ ରେକର୍ଡ଼ ରହିଛି । ଆଜିଦିନରେ କୋଟି କୋଟି ଫ୍ୟାନଙ୍କ ପାଖରେ ମଡ଼େଲଷ୍ଟାର ହୋଇ ରହିଛନ୍ତି ।

ଜାନି ନଥିବେ ଏହି ଚାରିଜଣଙ୍କ ମଧ୍ୟରୁ ୨ଜଣ ଭାରତୀୟ ।

ଏଲିସି ପେରୀ- ଅଷ୍ଟ୍ରେଲିଆର ଏହି  ମହିଳା ଖେଳାଳୀ ଦେଖିବାକୁ ଯେମିତି, କ୍ରିକେଟରେ ବି ସେମିତି ମାହିର । ନିଜର ସୁନ୍ଦର ଚେହେରା ଓ ଖେଳରେ ଦର୍ଶକଙ୍କ ମନ କିଣିନେଇଥିଲେ ।

ସ୍ମୃତି ସଂଧାନୀ-ଭାରତୀୟ ଦଳରେ କମ୍ ବୟସରେ ଯୋଗଦେଇଥିବା ଏହି ଖେଳାଳୀଙ୍କ କ୍ରିକେଟର କରାମତି ବହୁତ ଅଧିକ । ସେ ପଡ଼ିଆକୁ ଓହ୍ଲେଇଲେ ଦର୍ଶକ ତାଙ୍କ ଖେଳ ଦେଖିବା ପାଇଁ ପାଗଳ ହୋଇଯାଉଥିଲେ । ତାଙ୍କର ସୁନ୍ଦରତା ପାଇଁ ଦର୍ଶକ ବି ଫିଦା ହୋଇଯାଇଥିଲେ ।

ମିତାଲୀ ରାଜ- ମହିଳା କ୍ରିକେଟରେ ସବୁଠୁ ଅଧିକ ରନ୍ କରିଥିବା ମହିଳା ଖେଳାଳୀ ହେଉଛନ୍ତି ମିତାଲୀ ରାଜ । ସେ ଭାରତୀୟ ଦଳରେ ନେତୃତ୍ଵ ନେଇଥିଲାବେଳେ ଦଳର ସ୍ଥିତି ମଜବୁତ କରି ରଖିଥିଲେ । ସେ ମଧ୍ୟ ବିଶ୍ଵରେ ଚର୍ଚ୍ଚାରେ ଥିବା ଜଣେ ସୁନ୍ଦରୀ କ୍ରିକେଟର ।

ସାରା ଟେଲର- ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ଏହି କ୍ରିକେଟର  ସର୍ବଶ୍ରେଷ୍ଠ ଓ୍ଵିକେଟ କିପର ଭାବେ ପରିଚିତ । ନିଜର ସୁନ୍ଦର ଚେହେରା ପାଇଁ କ୍ରିକେଟ ଜଗତରେ ପରିଚିତ ଥିଲେ ।

ଏହି ଚାରିଜଣଙ୍କ ଭିତରୁ କାହାକୁ ବେଶୀ ପସନ୍ଦ କରନ୍ତି, କମେଣ୍ଟରେ ଲେଖନ୍ତୁ ।

  

   Related Posts