Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନୌସେରା ସେକ୍ଟରରେ ଆତଙ୍କୀ ଆକ୍ରମଣ, ୨ଯବାନ ସହିଦ

1/01/2020 at 9:43 AM

ଶ୍ରୀନଗର ୦୧।୦୧ : ଜାମ୍ମୁ-କାଶ୍ମୀର ନୌସେରା ସେକ୍ଚରେ ୨ଭାରତୀୟ ଯବାନ ସହିଦ । ନୌସେରା ସେକ୍ଟରରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲେ ସେନାବାହିନୀ ।  ସ୍ଥାନୀୟଅଞ୍ଚଳରେ ସେନାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଆତଙ୍କବାଦୀ – ସେନାବାହିନୀ ମଧ୍ୟରେ ଗୁଳିବିନିମୟ ଚାଲିଛି । କିନ୍ତୁ ଆତଙ୍କବାଦୀ ଆକ୍ରମଣରେ ୨ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ।  ସେନାବାହିନୀ ପକ୍ଷରୁ ସ୍ଥାନୀୟଅଞ୍ଚଳରେ ଅପରେସନ ଜୋରଦାର କରାଯାଇଛି । ତେବେ ଆତଙ୍କବାଦୀ କେଉଁ ସଂଗଠନ ସହିତ ଜଡିତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

   Related Posts