ଶିକାର କରିବାକୁ ଯାଇ ବନ୍ଧୁକ ସହ ଦୁଇ ଶିକାରୀ ଗିରଫ

Published By : Prameya-News7 Bureau | November 20, 2020 IST

ଢେଙ୍କାନାଳ ୨୦।୧୧: ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳର ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରେ ଶିକାର କରିବାକୁ ଯାଇଥିବା ବେଳେ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି ବନକର୍ମଚାରୀ । ତାଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଶିକାର ସଂରଞ୍ଜାମ ଜବତ କରାଯାଇଛି । ଗିରଫ ଦୁଇଜଣ ଗଁନ୍ଦିଆ ଥାନା ଅନ୍ତର୍ଗତ କୁସିଦା ଗ୍ରାମର ବୈଷ୍ଣବ ଚରଣ ଦାସ ଓ ଇଲେଜଙ୍ଗ ଗ୍ରାମର ଗଡ଼ିଆ ଦେହୁରୀ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.