Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହରିଣ ଛାଲ ଓ ଶିଙ୍ଗ ସହ ଦୁଇ ଶିକାରୀ ଗିରଫ

12/04/2019 at 11:09 AM

ନୀଳଗିରି ୧୨|୪: ବାଲେଶ୍ବର ନୀଳଗିରିରୁ ଦୁଇ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ହରିଣ ଛାଲ ସହ ଶିଙ୍ଗ ଓ ଗୁଳି ଭର୍ତ୍ତି ବନ୍ଧୁକ ଜବତ କରିଛି ବନ ବିଭାଗ । କୁଳଡ଼ିହା ଅଭୟାରଣ୍ୟ ଅଧୀନ ଭାଲିଆପୋଷି ଗାଁରୁ ଜବତ ହୋଇଛି । କୁଳଡିହା ଏସିଏଫଓଙ୍କ ସୂଚନା ଅନୁଯାୟୀ ଉଭୟ କିଛିଦିନ ପୂର୍ବରୁ ମୟୁରଭଞ୍ଜରୁ ଆସି ଅସ୍ଥାୟୀ ଘର କରି ରହି ଆସୁଥିଲେ । ଆଜି ସକାଳେ ଘରେ ଚଢ଼ାଉ କରି ଜବତ କରାଯାଇଛି।

   Related Posts