Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କେରଳ ବନ୍ୟାରେ ଫସିଛନ୍ତି ୨ଶହରୁ ଉର୍ଦ୍ଧ୍ବ ଓଡିଆ ଶ୍ରମିକ

13/08/2019 at 8:55 AM

ସାନଖେମୁଣ୍ଡି ୧୩|୮: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ଶ୍ରମିକ ଫସି ରହିଛନ୍ତି କେରଳ ବନ୍ୟା ପ୍ରଭାବିତ ଅଞ୍ଚଳର ଏନାକୁଲମ୍, ଆଲୁଅ, ଅଙ୍ଗଗାଲିରେ । କିଛି ଅଧିକ ଅର୍ଥ ଉପାର୍ଜନ ଆଶାରେ ଓଡିଶା ଛାଡି ଯାଇଛନ୍ତି କେରଳ । ଦଶ ଦିନ ଧରି ଲଗାଣ ବର୍ଷାରେ ସ୍ଥିତି ସଙ୍ଗୀନ ହୋଇ ଚାରି ଆଡେ ପାଣି ହିଁ ପାଣି ହୋଇଥିବାବେଳେ ମଝିରେ ରହିଛନ୍ତି ଓଡିଆ ଶ୍ରମିକ। ଖାଇବା ଓ ପାନୀୟ ଜଳର ଅସୁବିଧା ଦୀର୍ଘ ତିନି ଦିନ ପରେ ମିଳିଲା ଖାଇବା ।

ସାନଖେମୁଣ୍ଡି ବ୍ଲକର ପାଟପୁର ରାଧାଦେଇପୁର ଏସ ଗୋପାଳପୁର, ଖଲିଙ୍ଗୀ ଗ୍ରାମର ପ୍ରାୟ ଷାଠିଏ ଜଣଙ୍କ ସହ ପରିବାର ଲୋକଙ୍କର ଯୋଗାଯୋଗ ହୋଇପାରିଛି। ବର୍ତ୍ତମାନ ସେମାନେ ସୁରକ୍ଷିତ ସ୍ଥାନରେ ଥିବାବେଳେ ଖାଇବା, ପିଇବା, ମୋବାଇଲ ନେଟୱର୍କ, ବିଦ୍ୟୁତ୍ ସରବରାହରୁ ବଂଚିତ ଅଛନ୍ତି । ଖାଦ୍ୟ ସାମଗ୍ରୀର ଦରଦାମ ଅଧିକ ଥିବାବେଳେ ବହୁ ଦୂର ଗଲେ ମିଳୁଛି ସାମଗ୍ରୀ।

   Related Posts