ଧୂପରୁ ଲାଗିଲା ନିଆଁ, ଦୁଇ ବଖରା ଘର ସହ ଜଳିଗଲା ଆସବାବପତ୍ର

Published By : Prameya-News7 Bureau | March 01, 2021 IST

ତେଲକୋଇ ୧।୩: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ମଧୁସୂଦନପୁର ଗାଁରେ ନିଆଁ ଲାଗି ପୋଡିଗଲା ଦୁଇ ବଖରା ଘର । ଧୂପ ନିଆଁରୁ ଘରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା ଫଳରେ ଘରର ଚାଳ ସମ୍ପୂର୍ଣ୍ଣ ପୋଡିଯିବା ସହ ଆସବାବପତ୍ର ଓ କଂସାବାସନ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.