ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ପାରାଦୀପ ଭଞ୍ଜ କଲୋନୀ ବସ୍ତି ରେ ଅଗ୍ନିକାଣ୍ଡ, ବାଣ ନିଆଁରେ ଜଳିଯାଇଛି ଦୁଇ ବଖରା ଘର ସହ ଲକ୍ଷାଧିକ ଟଂକାର ଆସବାବପତ୍ର

7/11/2018 at 8:36 PM

ପାରାଦୀପ ;୦୭/୧୧-ପାରାଦୀପ ଭଞ୍ଜ କଲୋନୀ ବସ୍ତି ରେ ଅଗ୍ନିକାଣ୍ଡ । ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ସମୟରେ ବାଣ ନିଆଁରେ ଦୁଇ ବଖରା ଘର ଜଳିଯିଵା ସହ ଲକ୍ଷାଧିକ ଆସଵାଵ ପତ୍ର ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣା ସ୍ଥଳରେ ଵନ୍ଦର ଅଗ୍ନିଶମ ବାହିନୀ ପହଁଚି ନିଆଁ ଆୟତ୍ତ କରିଛନ୍ତି ।

   Related Posts