ପାରାଦୀପ ଭଞ୍ଜ କଲୋନୀ ବସ୍ତି ରେ ଅଗ୍ନିକାଣ୍ଡ, ବାଣ ନିଆଁରେ ଜଳିଯାଇଛି ଦୁଇ ବଖରା ଘର ସହ ଲକ୍ଷାଧିକ ଟଂକାର ଆସବାବପତ୍ର
7/11/2018 at 8:36 PM

ପାରାଦୀପ ;୦୭/୧୧-ପାରାଦୀପ ଭଞ୍ଜ କଲୋନୀ ବସ୍ତି ରେ ଅଗ୍ନିକାଣ୍ଡ । ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ସମୟରେ ବାଣ ନିଆଁରେ ଦୁଇ ବଖରା ଘର ଜଳିଯିଵା ସହ ଲକ୍ଷାଧିକ ଆସଵାଵ ପତ୍ର ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣା ସ୍ଥଳରେ ଵନ୍ଦର ଅଗ୍ନିଶମ ବାହିନୀ ପହଁଚି ନିଆଁ ଆୟତ୍ତ କରିଛନ୍ତି ।