ବୀରମିତ୍ରପୁରର ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର, ଜଣେ ହକି ଖେଳାଳି

Published By : Prameya-News7 Bureau | August 11, 2019 IST

ରାଉରକେଲା ୧୧|୮:  ଝାଡ଼ଖଣ୍ଡ ସିମଡେଗା ଉରୀ ଜଙ୍ଗଲରୁ ଦୁଇ ଓଡ଼ିଆ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବୀରାମିତ୍ରପୁରର ହକି ଖେଳାଳି ଶ୍ରଦ୍ଧା ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡ  ବାଂଶଜୋରର ସୁନନ୍ଦିନୀ ବୋଲି ଜଣାପଡିଛି ।

{"id":143146}

ଉଭୟେ ବୀରମିତ୍ରପୁରର ଏକ ଘରୋଇ ସ୍କୁଲରେ ପାଟ ପଢୁଥିଲେ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ସିମଡେଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.