Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ

21/07/2019 at 3:21 PM

ବ୍ରହ୍ମପୁର ୨୧|୭: ବ୍ରହ୍ମପୁରରେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶରତ ହେହେରା ଓ ଅରୁଣ ସାବତ ।

ବ୍ରହ୍ମପୁର ସ୍ଥିତ ଅଲକାପୁରୀ ଅଞ୍ଚଳର ଏଭଳି ଅଭାବନୀୟ ଘଟଣା ଘଟିଛି । ଘର ମାଲିକ ଶରତ ବେହେରା ଏବଂ ତାଙ୍କ ଘର କାମ କରୁଥିବା ଅରୁଣ ସାବତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଉଭୟଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts