Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଲକଡାଉନ୍ ସମୟରେ ଦୁଇ ମଦ୍ୟପଙ୍କ ଉନ୍ମକ୍ତ କାଣ୍ଡ, ପୋଲିସ ଅଟକାଇବା ମାତ୍ରେ ଗାଡିରୁ ଗଳି ପଡିଲେ, ସାମ୍ନାକୁ ଆସିଲା ଭିଡିଓ…

5/05/2021 at 9:47 PM

କଟକ ୦୫।୦୫: କରୋନା ଲକଡାଉନ୍ ସମୟରେ ଦୁଇ ମଦ୍ୟପ ଯୁବକଙ୍କ ଛକ ଉପରେ ନାଟକ। ଘଟଣା ଘଟିଛି କଟକର ଜଗତପୁର ଇପିକଲ୍ ଛକ ନିକଟରେ। ବୁଧବାର ଲକଡାଉନ୍ ଲାଗୁ କରିବା ସମୟରେ ଏହି ଦୁଇ ଯୁଵକ ଵାଇକରେ ଯାଉଥିବା ଦେଖି ଜଗତପୁର ଇପିକଲ୍  ଛକ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଯୁଵକ ଦୁଇ ଜଣ ଏତେ ନିଶାସକ୍ତ ଥିଲେ ଯେ, ପୋଲିସ ଅଟକାଇଵା ମାତ୍ରେ ଗାଡିରୁ ଗଳି ପଡିଥିଲେ। ପରେ ମାସ୍କ ପିନ୍ଧିଵା ନେଇ କାର୍ଯ୍ୟରତ ପୋଲିସ ସହ ଯୁକ୍ତି କରିଥିଲେ। ମାସ୍କ ନପିନ୍ଧିଵା ନେଇ ପୋଲିସ ସହ ଯୁକ୍ତି କରିଥିଲେ। ପରେ ଯାଞ୍ଚ ଵେଳେ ଯୁଵକ ଦୁଇ ଜଣ ଵ୍ୟଵହାର କରୁଥିବା ପଲସର୍ ଗାଡିଟି ନମ୍ବର ଵିହୀନ ଵୋଲି ଜଣା ପଡିଥିଲା। ପରେ ଯୁଵକ ଦୁଇ ଜଣଙ୍କୁ  ପୋଲିସ ପିସିଆର ଭ୍ୟାନରେ ଥାନାକୁ ନେଇଥିଲେ ।

   Related Posts