Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଓଃ କି ଲୋକପ୍ରିୟତା: ଆମେରିକାରେ ଦୀପିକା ଭେଜ ଦୋସା ୧୦ଡଲାର , ପୁଣେରେ ଦୀପିକା ପରାଠା ଥାଲିର ଦାମ ୬୦୦ଟଙ୍କା

3/01/2019 at 12:20 PM

ମୁମ୍ବାଇ ୩/୧: ଦୀପିକା ପାଦୁକୋଣଙ୍କ ଲୋକପ୍ରିୟତା ଦକ୍ଷିଣ ଭାରତୀୟ ଖାଦ୍ୟ ଭଳି ଚାରିଆଡ଼େ ବିସ୍ତୃତିଲାଭ କରିଛି। ନିକଟରେ ସୋଶିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ରେଷ୍ଟୁରାଷ୍ଟର ଏକ ମେନୁ କାର୍ଡ଼ ରହିଛି।  ଏହି ରେଷ୍ଟୁରାଣ୍ଟରେ ଏକ ଡିସ୍ ଦୀପିକା ପାଦୁକୋଣ ଭେଜ ଦୋସା ନାମରେ ରହିଛି। ସେହିପରି ପୁଣେରେ ଏକ ରେଷ୍ଟୁରାଣ୍ଟରେ ଦୀପିକାଙ୍କ ନାମରେ ପରାଠା ଥାଳି ମଧ୍ୟ ମିଳିଥାଏ।

ଦୋସା ଲ୍ୟାବସ୍ ନାମକ ଏହି ରେଷ୍ଟୁରାଣ୍ଟରେ ମେନ୍ୟୁ ଅନୁସାରେ ଦୀପିକା ପାଦୁକୋଣ ଭେଜ ଦୋସାର ମୂଲ୍ୟ ୧୦ଡଲାର ରହିଛି। ଡିଶର ବର୍ଣ୍ଣନାରେ କୁହାଯାଇଛି ଯେ ଏହି ଦୋସାରେ ପଟାଟୋ ମିକ୍ସ ଷ୍ଟଫିଙ୍ଗସ୍ ସହ ଚିଲିର ଷ୍ଟଫିଙ୍ଗସ୍ ରହିଛି।

ଫଟୋ ଭାଇରାଲ ହେବା କ୍ଷଣି ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ମଜାଳିଆ କ୍ୟାପସନ୍ ସହ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି। ପୁଣେରେ  ଏକ ରେଷ୍ଟୁରାଣ୍ଟରେ ଦୀପିକାଙ୍କ ନାମରେ ପରାଠା ଥାଲି ରହିଥିବାବେଳେ ସଚିନ ତେନ୍ଦୁଲକର,ଅକ୍ଷୟ କୁମାର,ୟୁବରାଜ ସିଂହ,ଭଗତ ସିଂହ,ୟୋ ୟୋ ହନି ସିଂହ,କୁମ୍ଭକର୍ଣ୍ଣ ଏବଂ ଦାରା ସିଂହଙ୍କ ନାଁ ମଧ୍ୟ ବିଭିନ୍ନ ଡିସ ଏହି ମେନ୍ୟୁରେ ରହିଛି।   

   Related Posts