Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କୋରାପୁଟ ଜିଲ୍ଲା ବୋରିଗୁମ୍ମା ପର୍ଲିରେ ବଜ୍ରାଘାତରେ ଦୁଇ ଯୁବକ ମୃତ

25/09/2018 at 2:33 AM

କୋରାପୁଟ୨୪/୯: କୋରାପୁଟ ଜିଲ୍ଲା ବୋରିଗୁମ୍ମା ପର୍ଲିରେ ବଜ୍ରାଘାତ । ବଜ୍ରାଘାତରେ ଦୁଇ ଯୁବକ ମୃତ । ମୃତ ଯୁବକ ମାନେ ହେଲେ ଉଦ୍ଧବ ଅମନାତ୍ୟ ଏବଂ ଡମ୍ଵରୁ ଅମନାତ୍ୟ । ଚାଷଜମିକୁ ଯାଉଥିବା ବେଳେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ବୋରିଗୁମା ପୋଲିସ ଘଟଣା ସ୍ଥଳରେ ପହିଁଞ୍ଚିଛନ୍ତି । କୋଟପାଡ ବିଧାୟକ ବି ପହଞ୍ଚିଛନ୍ତି ଘଟଣାସ୍ଥଳରେ ।

   Related Posts