କୋରାପୁଟ ଜିଲ୍ଲା ବୋରିଗୁମ୍ମା ପର୍ଲିରେ ବଜ୍ରାଘାତରେ ଦୁଇ ଯୁବକ ମୃତ

Published By : Prameya-News7 Bureau | September 25, 2018 IST

କୋରାପୁଟ୨୪/୯: କୋରାପୁଟ ଜିଲ୍ଲା ବୋରିଗୁମ୍ମା ପର୍ଲିରେ ବଜ୍ରାଘାତ । ବଜ୍ରାଘାତରେ ଦୁଇ ଯୁବକ ମୃତ । ମୃତ ଯୁବକ ମାନେ ହେଲେ ଉଦ୍ଧବ ଅମନାତ୍ୟ ଏବଂ ଡମ୍ଵରୁ ଅମନାତ୍ୟ । ଚାଷଜମିକୁ ଯାଉଥିବା ବେଳେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ବୋରିଗୁମା ପୋଲିସ ଘଟଣା ସ୍ଥଳରେ ପହିଁଞ୍ଚିଛନ୍ତି । କୋଟପାଡ ବିଧାୟକ ବି ପହଞ୍ଚିଛନ୍ତି ଘଟଣାସ୍ଥଳରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.