Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ୍-ଟ୍ରକ ମୁହାଁମୁହାଁ ଧକ୍କା : ୨ମୃତ, ୩ ଆହତ

ସମ୍ବଲପୁର ୨୬।୦୧: ସଡକ ଦୁର୍ଘଟଣାରେ ୨ମୃତ ସହ ୩ ମୃତ । ସମ୍ବଲପୁର ଯୁଯୁମୁରା ଥାନା ନିକଟସ୍ଥ ମୁଣ୍ଡେଇ ନିକଟରେ ବସ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି । ମୃତକ ଗୌର ମଣ୍ଡଳ ଓ ପ୍ରସାଦ ମଣ୍ଡଳ ବୋଳି ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଆହତମାନେ ବିହାରର ବୋଲି ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

ସେହପରି କିଛିଦିନ ତଳେ ସମ୍ବଲପୁରର ପରମାଣୁପୁରରେ ଫରେବାଲା ଶୋଇଥିବା ଅବସ୍ଥାରେ ଟ୍ରକ ଚଢିଯାଇଥିଲେ । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଥିଲା

   Related Posts