ଛତିଶଗଡ ସୁକ୍ମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ; ୨ଜଣ ମୃତ
17/09/2018 at 11:14 AM

ଛତିଶଗଡ ୧୭|୯: ଛତିଶଗଡ ସୁକ୍ମା ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ମେତଗୁଡମ୍ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ଜଣ ଗ୍ରାମବାସୀଙ୍କର ମୃ୍ତ୍ୟୁ ହୋଇଛି । ପୋଲିସକୁ ଟାର୍ଗେଟ କରି ପୂର୍ବରୁ ମାଓବାଦୀ ମାନେ ଲଗାଇଥିଲେ ଏହି ଲ୍ୟାଣ୍ଡମାଇନ୍ । ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ବିସ୍ଫୋରଣର ଶୀକାର ହୋଇଥିଲେ ଗ୍ରାମବାସୀ ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021