ବସ୍-ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | March 13, 2019 IST

ନୟାଗଡ ୧୩|୩ : ବସ୍-ବାଇକ୍ ମୁହାଁମୁହିଁ  ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଦଶପଲ୍ଲା ସହର ନିକଟରେ ଦୁର୍ଘଟଣା ହୋଇଛି । ମୃତକ ହେଲେ ବୌଦ୍ଧ ପୁଟିବାରି ଅଞ୍ଚଳର ବିଶ୍ବଜିତ ପ୍ରଧାନ । ଅନ୍ୟ ଜଣେ କଳାହାଣ୍ଡି ଜୟପାଟଣାର କୃଷ୍ଣ ନାୟକ । ଦୁହେଁ ଦଶପଲ୍ଲାରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.